ଶ୍ରୀବଦ

ଉଇକିଅଭିଧାନ‌ରୁ

ଶ୍ରୀବଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - (ଶ୍ରୀ= ଶୁଭ+ବଦ୍ ଧାତୁ=କହିବା+ କର୍ତ୍ତୃ. ଅ)[ସମ୍ପାଦନା]

ଭାବୀ ଶୁଭଫଳବକ୍ତା (ପକ୍ଷୀ) (ବିଶ୍ୱକୋଷ) —(A bird) which augurs good luck.