ଶ୍ରୀମତୀ
ଦେଖଣା
ଶ୍ରୀମତୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ସ୍ତ୍ରୀ)—(ଶ୍ରୀ+ଯୁକ୍ତାର୍ଥେ. ମତ୍=ଶ୍ରୀମତ୍+ସ୍ତ୍ରୀ. ଈ)
[ସମ୍ପାଦନା]ଶ୍ରୀଯୁକ୍ତା; ଶ୍ରୀମାନ୍ର ସ୍ତ୍ରୀଲିଙ୍ଗ —The feminine of Ṡrīmān.
[ଦ୍ରଷ୍ଟବ୍ୟ —ଏହା ସ୍ତ୍ରୀଲୋକମାନଙ୍କ ନାମ ପୂର୍ବରେ ବ୍ୟବହୃତ ହୁଏ ]
ବିଶେଷ୍ୟ -
[ସମ୍ପାଦନା]- ୧. ରାଧିକା, ରାଧା — ୧. Rādhā
[ଉ—ଶ୍ରୀପତି ଶ୍ରୀମତୀ ବୃନ୍ଦାବନେ କେଳି ରଚିଲେ ସଙ୍ଗୀତ ]
- ୨. ଲକ୍ଷ୍ମୀ —୨. Lakshmī.
- ୩. ମୁଣ୍ଡିରୀ (ବିଶ୍ୱକୋଷ) —୩. Sphereanthus Indicus (plant).
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ସ୍ତ୍ରୀଲୋକଙ୍କ ନାମ — Name given to females.