ଶ୍ରୀମତୀ

ଉଇକିଅଭିଧାନ‌ରୁ

ଶ୍ରୀମତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ସ୍ତ୍ରୀ)—(ଶ୍ରୀ+ଯୁକ୍ତାର୍ଥେ. ମତ୍=ଶ୍ରୀମତ୍+ସ୍ତ୍ରୀ. ଈ)[ସମ୍ପାଦନା]

ଶ୍ରୀଯୁକ୍ତା; ଶ୍ରୀମାନ୍ର ସ୍ତ୍ରୀଲିଙ୍ଗ —The feminine of Ṡrīmān.

[ଦ୍ରଷ୍ଟବ୍ୟ —ଏହା ସ୍ତ୍ରୀଲୋକମାନଙ୍କ ନାମ ପୂର୍ବରେ ବ୍ୟବହୃତ ହୁଏ ]

ବିଶେଷ୍ୟ -[ସମ୍ପାଦନା]

୧. ରାଧିକା, ରାଧା — ୧. Rādhā

[ଉ—ଶ୍ରୀପତି ଶ୍ରୀମତୀ ବୃନ୍ଦାବନେ କେଳି ରଚିଲେ ସଙ୍ଗୀତ ]

୨. ଲକ୍ଷ୍ମୀ —୨. Lakshmī.
୩. ମୁଣ୍ଡିରୀ (ବିଶ୍ୱକୋଷ) —୩. Sphereanthus Indicus (plant).

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

ସ୍ତ୍ରୀଲୋକଙ୍କ ନାମ — Name given to females.