ଶ୍ରୀମଦ୍ଭାଗବତ

ଉଇକିଅଭିଧାନ‌ରୁ

ଶ୍ରୀମଦ୍ଭାଗବତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍ମନାର୍ଥରେ 'ଭାଗବତ' ଶବ୍ଦ ପୂର୍ବରେ 'ଶ୍ରୀମତ୍' ଶବ୍ଦଯୋଗ ଓ ସନ୍ଧି)[ସମ୍ପାଦନା]

ପୂଜାହିଁ ଭାଗବତ ପୁରାଣ —The revered Purāṇa of Bhāgabata.

[ଦ୍ରଷ୍ଟବ୍ୟ —ଏହିପରି ଅନ୍ୟାନ୍ୟ ପୁରାଣ ଓ ଶାସ୍ତ୍ର ଆଦି ପୂର୍ବରେ ଶ୍ରୀମତ୍ ଶବ୍ଦ ଯୁକ୍ତ ହୋଇ ସନ୍ଧି ହୁଏ ଯଥା—ଶ୍ରୀମଦ୍ରାମାୟଣ, ଶ୍ରୀମଦ୍ଭଗବତଗୀତା, ଶ୍ରୀମନ୍ ମହାଭାରତ, ଶ୍ରୀମଦଧ୍ୟାତ୍ମ ରାମାୟଣ ଇତ୍ୟାଦି ]