ଶ୍ରୀମନ୍ତ ସୌଦାଗର
ଦେଖଣା
ଶ୍ରୀମନ୍ତ ସୌଦାଗର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବଙ୍ଗୀୟ କବିକଙ୍କଣଙ୍କ ଦଣ୍ଡୀରେ ବର୍ଣ୍ଣିତ ମହାଜନ —Name of a merchant whose exploits have been mentioned in a Bengalee book Chandi by Kabikaṅkaṇa.
[ଦ୍ରଷ୍ଟବ୍ୟ —ଏ ଧନପତି ସଉଦା— ଗରଙ୍କ ପୁତ୍ର ଥିଲେ ଏହାଙ୍କ ପିତା ସିଂହଳ ରାଜାଙ୍କଦ୍ୱାର କାରାରୁଦ୍ଧ ହୋଇଥିଲେ ଏ ବାଣିଜ୍ୟ ଯାତ୍ରା କରି ଜାହାଜରେ ସିଂହଳକୁ ଯାଇ ରାଜାଙ୍କୁ ପ୍ରସନ୍ନ କରି ପିତାଙ୍କୁ ମୁକୁଳାଇ ଆଣିଥିଲେ ]