ଶ୍ରୀମନ୍ତ ସୌଦାଗର

ଉଇକିଅଭିଧାନ‌ରୁ

ଶ୍ରୀମନ୍ତ ସୌଦାଗର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ବଙ୍ଗୀୟ କବିକଙ୍କଣଙ୍କ ଦଣ୍ଡୀରେ ବର୍ଣ୍ଣିତ ମହାଜନ —Name of a merchant whose exploits have been mentioned in a Bengalee book Chandi by Kabikaṅkaṇa.

[ଦ୍ରଷ୍ଟବ୍ୟ —ଏ ଧନପତି ସଉଦା— ଗରଙ୍କ ପୁତ୍ର ଥିଲେ ଏହାଙ୍କ ପିତା ସିଂହଳ ରାଜାଙ୍କଦ୍ୱାର କାରାରୁଦ୍ଧ ହୋଇଥିଲେ ଏ ବାଣିଜ୍ୟ ଯାତ୍ରା କରି ଜାହାଜରେ ସିଂହଳକୁ ଯାଇ ରାଜାଙ୍କୁ ପ୍ରସନ୍ନ କରି ପିତାଙ୍କୁ ମୁକୁଳାଇ ଆଣିଥିଲେ ]