ଶ୍ରୀମାନ୍

ଉଇକିଅଭିଧାନ‌ରୁ

ଶ୍ରୀମାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶ୍ରୀ=ସଂମ୍ପତ୍ତି ସୌନ୍ଦର୍ଯ୍ୟ+ଅଛିଅର୍ଥେ ମତ୍, ଶ୍ରୀମତ୍ ଏକବଚନର ଆକୃତି; ସଂସ୍କୃତି ଶ୍ରୀମତ୍ ଶବ୍ଦର ପୁଂଲିଙ୍ଗ)[ସମ୍ପାଦନା]

୧. ଭାଗ୍ୟବାନ୍ —୧. Fortunate
୨. ଶ୍ରୀଯୁକ୍ତ —୨. Having Ṡrī glorious.
୩. ଐଶ୍ୱର୍ଯ୍ୟଶାଳୀ; ଧନୀ —୩. Rich.
୪. ସୁନ୍ଦର; ସୁଶ୍ରୀ —୪. Beautiful.

[ଦ୍ରଷ୍ଟବ୍ୟ —ଏହା ସମ୍ମାନପାତ୍ର ଓ ସ୍ନେହପାତ୍ରମାନଙ୍କ ନାମ ପୂର୍ବରେ ଯୁକ୍ତ ହୁଏ ଏହା ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ ହେଲେ 'ଶ୍ରୀମତ୍' ରୂପ ରହେ

ଯଥା—ଶ୍ରୀମନ୍ନହାରାଜ, ଶ୍ରୀମନ୍ନାରାୟଣ, ଶ୍ରୀମନ୍ନୁକୁନ୍ଦ, ଶ୍ରୀମଦ୍ରାଧା, ଶ୍ରୀମଦ୍ରାଧାଗୋବିନ୍ଦ, ଶ୍ରୀମଦ୍ଗୁରୁଦେବ, ଶ୍ରୀମଦ୍ ଗୋବିନ୍ଦ, ଶ୍ରୀମଦ୍ଦୁର୍ଗା ଇତ୍ୟାଦି]

୫. ପୁରୁଷଙ୍କ ନାମ ପୂର୍ବରେ ବ୍ୟବହୃତ ଶବ୍ଦ —୫. A word prefixed to the name of a male.

ବିଶେଷ୍ୟ -[ସମ୍ପାଦନା]

୧. ତିଳକବୃକ୍ଷ —୧. Name of a tree.
୨. ବିଷ୍ଣୁ —୨. Bishṇu.
୩. କୁବେର —୩. The God guarding the wealth.
୪. ଅଶ୍ୱତ୍ଥ ବୃକ୍ଷ — ୪. The religious fig tree.
୫. ଶିବ —୫. Ṡiba.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଆପଣାର ଶିଷ୍ୟସ୍ଥାନୀୟ ବ୍ୟକ୍ତିର ନାମ ପୂର୍ବରେ ବ୍ୟବହାର କରିବା ଶବ୍ଦ —A word prefixed by eiders to the names of youngsters.