ଶ୍ରୀମୁଖ ସିଂଘାରୀ ସେବକ

ଉଇକିଅଭିଧାନ‌ରୁ

ଶ୍ରୀମୁଖ ସିଂଘାରୀ ସେବକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶ୍ରୀ ଜଗନ୍ନାଥଙ୍କ ସେବାକାରି ବିଶେଷ — A class of attendants of the Deity Jagannātha at Puri who attend to the toilet the idols.

[ଦ୍ରଷ୍ଟବ୍ୟ — ଏ ଶ୍ରୀମୁଖ ପୋଛେ, ଖଡୢଲାଗି କରାଏ, ବନିକଲାଗି କରାଏ ଏବଂ ନେତ୍ରୋତ୍ସବ ଯାତ୍ରା ବେଳେ କଳା ଡୋଳା ଦିଏ ଇତ୍ୟାଦି—ଜଗବନ୍ଧୁ. ପ୍ରାଚୀନ ଉତ୍କଳ ]