ଶ୍ରୀମୁଖ ସିଂହାରୀ ସେବକ
ଦେଖଣା
ଶ୍ରୀମୁଖ ସିଂହାରୀ ସେବକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶ୍ରୀମୁଖ ସିଂହାରୀ ସେବକ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶ୍ରୀ ଜଗନ୍ନାଥଙ୍କ ସେବାକାରି ବିଶେଷ — A class of attendants of the Deity Jagannātha at Puri who attend to the toilet the idols.
[ଦ୍ରଷ୍ଟବ୍ୟ — ଏ ଶ୍ରୀମୁଖ ପୋଛେ, ଖଡୢଲାଗି କରାଏ, ବନକଲାଗି କରାଏ ଏବଂ ନେତ୍ରୋତ୍ସବ ଯାତ୍ରା ବେଳେ କଳା ଡୋଳା ଦିଏ ଇତ୍ୟାଦି—ଜଗବନ୍ଧୁ. ପ୍ରାଚୀନ ଉତ୍କଳ ]