ଶ୍ରୀଯୁତ
ଦେଖଣା
ଶ୍ରୀଯୁତ
ଉଚ୍ଚାରଣ
[ସମ୍ପାଦନା](ଶ୍ରୀଯୁକ୍ତା[ତା]—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (୩ୟା ତତ୍; ଶ୍ରୀଦ୍ୱାରା ଯୁକ୍ତ, ଯତ)
[ସମ୍ପାଦନା]- ୧. ଶ୍ରୀମାନ୍; ଲକ୍ଷ୍ମୀବାନ୍; ଭାଗ୍ୟବାନ୍ —୧. Possessed of Ṡrī; glorious; beautiful; prosperous; fortunate.
- ୨. ଶୋଭାସମ୍ପନ୍ନ — ୨. Graceful; beautiful.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମାନାର୍ହଜୀବିତ ବ୍ୟକ୍ତିମାନଙ୍କ ନାମ ପୂର୍ବରେ ବ୍ୟବହୃତ ବିଶେଷଣ — An epithet prefixed to the name of a living respectable person.
[ଦ୍ରଷ୍ଟବ୍ୟ —ରାଜା ଓ ଗୁରୁଜନଙ୍କ ନାମ ପୂର୍ବରେ ଶ୍ରୀଯୁକ୍ତ ବସେ ପ୍ରଜା ଓ ଶିଷ୍ୟାଦିଙ୍କ ନାମ ପୂର୍ବରେ ଶ୍ରୀମାନ୍ ବସେ ]