ଶ୍ରୀଯୁତ

ଉଇକିଅଭିଧାନ‌ରୁ

ଶ୍ରୀଯୁତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରୀଯୁକ୍ତା[ତା]—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (୩ୟା ତତ୍; ଶ୍ରୀଦ୍ୱାରା ଯୁକ୍ତ, ଯତ)[ସମ୍ପାଦନା]

୧. ଶ୍ରୀମାନ୍; ଲକ୍ଷ୍ମୀବାନ୍; ଭାଗ୍ୟବାନ୍ —୧. Possessed of Ṡrī; glorious; beautiful; prosperous; fortunate.
୨. ଶୋଭାସମ୍ପନ୍ନ — ୨. Graceful; beautiful.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମାନାର୍ହଜୀବିତ ବ୍ୟକ୍ତିମାନଙ୍କ ନାମ ପୂର୍ବରେ ବ୍ୟବହୃତ ବିଶେଷଣ — An epithet prefixed to the name of a living respectable person.

[ଦ୍ରଷ୍ଟବ୍ୟ —ରାଜା ଓ ଗୁରୁଜନଙ୍କ ନାମ ପୂର୍ବରେ ଶ୍ରୀଯୁକ୍ତ ବସେ ପ୍ରଜା ଓ ଶିଷ୍ୟାଦିଙ୍କ ନାମ ପୂର୍ବରେ ଶ୍ରୀମାନ୍ ବସେ ]