ଶ୍ରୀରଙ୍ଗ
ଦେଖଣା
ଶ୍ରୀରଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଶ୍ରା=ଲକ୍ଷୀ+ରନ୍କ ଧାତୁ=ମୁଗ୍ଧ କରିବା; ରଞ୍ଜିତ କରିବା+କର୍ତ୍ତୃ. ଅ; ଯେ ଲକ୍ଷ୍ମୀଙ୍କୁ ମୋହିତ କରନ୍ତି ବା ବେଶ କରନ୍ତି)
[ସମ୍ପାଦନା]ବିଷ୍ଣୁ —Bishṇu.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶ୍ରୀ ରଙ୍ଗନାଥ (ଦେଖ) - —୧. Ṡrī raṅganātha (See)
- ୨. ଶ୍ରୀରଙ୍ଗ ପତ୍ତନ (ଦେଖ) - — ୨. Ṡrīraṅga pattana (See)