ଶ୍ରୀରାମଚନ୍ଦ୍ର ପୁରୀ

ଉଇକିଅଭିଧାନ‌ରୁ

ଶ୍ରୀରାମଚନ୍ଦ୍ର ପୁରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଶ୍ରୀରାମଚନ୍ଦ୍ରପୁରିଆ—ପୁଂ, ଶ୍ରୀରାମଚନ୍ଦ୍ର ପୁରିଆଣୀ—ସ୍ତ୍ରୀ ଅନାଦରାର୍ଥକ ରୂପ

ଦେଶଜ - ବିଶେଷଣ -(ପୁଂ ଓ ସ୍ତ୍ରୀ)[ସମ୍ପାଦନା]

ପୁରୀ ଜିଲ୍ଲାର ଶ୍ରୀରାମଚନ୍ଦ୍ର ପୁର ଗ୍ରାମବାସୀ ବା ଗ୍ରାମ ସମ୍ୱନ୍ଧୀୟ — Inhabitant of or belonging to Ṡrīrāma chandra pura.