Jump to content

ଶ୍ରୀରାମପୁର

ଉଇକିଅଭିଧାନ‌ରୁ

ଶ୍ରୀରାମପୁର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବଙ୍ଗଦେଶର ନଗରବିଶେଷ — Ṡerampore, a town in Bengal.

[ଦ୍ରଷ୍ଟବ୍ୟ —ଏହା ହୁଗୁଳି ଜିଲ୍ଲାର ଗୋଟିଏ ସବ୍ଡିଭିଜନ୍ ଓ ନଗର ଏଠାରେ ପାଦ୍ରୀ ମାନଙ୍କର ଗୋଟିଏ କାର୍ଯ୍ୟ କେନ୍ଦ୍ର ଅଛି ଓ ଏଠାରେ ଧଳା କାଗଜ ତିଆରି ହେବାର କଳ କାରଖାନା ଅଛି ଏଠାରେ ସରକାରଙ୍କର ମଧ୍ୟ ଗୋଟିଏ ବୟନ ବିଦ୍ୟାଳୟ ଅଛି ଶିରାମପୁର ତଳେ ନୋଟ୍ ଦେଖ]