ଶ୍ରୀରାମପୁରୀ କାଗଜ

ଉଇକିଅଭିଧାନ‌ରୁ

ଶ୍ରୀରାମପୁରୀ କାଗଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଶ୍ରୀରାମପୁରରେ ସ୍ଥାପିତ କଳଦ୍ୱାରା ନିର୍ମିତ ଧଳା କାଗଜ —White paper manufactured in the paper mill at Serāmpur in Hoogly and measuring ୨୨x୧୮" roughly, styled as demy.

[ଦ୍ରଷ୍ଟବ୍ୟ — ଏହାର ଆକାର 'ଫଲ୍ସ୍କାପ୍' କାଗଜର ଆକାରଠାରୁ ବଡ଼ ଓ 'ବାଲି କାଗଜର ଆକାର ସଦୃଶ

(୨୨: ଇଞ୍ଚx ୧୮: ଇଞ୍ଚ) ଏହାକୁ ଛାପାଖାନାବାଲାମାନେ ଡେମି ବା ଡିମାଇ (Demy) କାଗଜ ବୋଲି କହନ୍ତି

ଡିମାଇର ଇଂଲଣ୍ଡ ବ୍ୟବହୃତ ଆକାର ଯଥା— ଛାପା ଡିମାଇ—୨୨/?/': x୧୭/?/": ଲେଖା ଜିମାଇ—୨୧": x୧୬": ଡ୍ରଇଙ୍ଗ ଡିମାଇ—୨"x୧୫": ]