ଶ୍ରୀଲ

ଉଇକିଅଭିଧାନ‌ରୁ

ଶ୍ରୀଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶ୍ରୀଳା(ଲା)—ସ୍ତ୍ରୀ] 

=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶ୍ରୀ=ଶୋଭା, ଭାଗ୍ୟ, ଲକ୍ଷ୍ମୀ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ)

୧. ଶ୍ରୀଯୁକ୍ତ (ଦେଖ) - —୧. Ṡrij̄ukta (See)
୨. (ଲେଖାଦ୍ୱାରା ସୂଚିତ ସମ୍ମାନକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ) ନାମ ପୂର୍ବରେ ବ୍ୟବହୃତ 'ଶ୍ରୀଯୁକ୍ତ' ଶବ୍ଦ ପୂର୍ବରେ ପୁଣି ଲେଖାଯିବା ଶବ୍ଦ —A word prefixed to the prefix Ṡrij̄ukta before a person's name.

(ଯଥା—ଶ୍ରୀଳଶ୍ରୀଯୁକ୍ତ ଶ୍ରୀ ଅମୁକ)

ଶ୍ରୀଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶ୍ରୀଳା(ଲା)—ସ୍ତ୍ରୀ] 

=== ସଂସ୍କୃତ - ବିଶେଷଣ - ପୁଂ(ଶ୍ରୀ=ଶୋଭା, ଭାଗ୍ୟ, ଲକ୍ଷ୍ମୀ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ)