ଶ୍ରୀଶ

ଉଇକିଅଭିଧାନ‌ରୁ

ଶ୍ରୀଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ପୁଂ(୬ଷ୍ଠୀ ତତ୍; ଶ୍ରୀ=ମହାଲକ୍ଷ୍ମୀଙ୍କର ଈଶ=ସ୍ୱାମୀ)[ସମ୍ପାଦନା]

୧. (ବିଷ୍ଣୁ ସହସ୍ରନାମୋକ୍ତ) ବିଷ୍ଣୁଙ୍କର ଏକନାମ; ଶ୍ରୀପତି — ୧. A name of Bishṇu.
୨. ଶ୍ରୀରାମ (ବିଶ୍ୱକୋଷ) ୨. Ṡrīrām'a.