ଶ୍ରୀହଟ୍ଟ

ଉଇକିଅଭିଧାନ‌ରୁ

ଶ୍ରୀହଟ୍ଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)[ସମ୍ପାଦନା]

ଆସମପ୍ରଦେଶସ୍ଥ ଜିଲ୍ଲା ଓ ନଗରବିଶେଷ, ଶିଲଟ —Srihatta; Sylhet.

[ଦ୍ରଷ୍ଟବ୍ୟ —ଏହିସ୍ଥାନ ମିଠା କମଳା ଲେମ୍ୱୁ ପାଇଁ ପ୍ରସିଦ୍ଧା ଏଠା କମଳାକୁ ଲୋକେ ଶିଲହିଟ କମଳା କହନ୍ତି ଏ ଜିଲ୍ଲାର ଉତ୍ତରରେ ଖାସିଆ ଓ ଜୟନ୍ତୀ ପାହାଡ଼, ଦକ୍ଷିଣରେ ତ୍ରିପୁରା, ପୂର୍ବରେ କାଛାଡ଼ ଜିଲ୍ଲା ଓ ପଶ୍ଚିମରେ ମୈମନସିଂହ ଜିଲ୍ଲା ଶ୍ରୀହଟ୍ଟ ନଗର ସୁର୍ମା ଓ କୁଶିଆରା ନଦୀଦ୍ୱୟର ସଙ୍ଗମସ୍ଥଳରେ ଅବସ୍ଥିତ ଏ ନଦୀଦ୍ୱୟ ମିଳିତ ହୋଇ ବରାଳ ଓ ମେଘନା ନାମ ଧାରଣ କରି ପଦ୍ମା ସଙ୍ଗେ ମିଳିଅଛି]