ଶ୍ରୀହଟ ପାଟଣା
ଦେଖଣା
ଶ୍ରୀହଟ ପାଟଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅଣାକାର ମତବାଦୀଙ୍କ ମତରେ ଦେହ ମଧ୍ୟରେ କାଉଁରୀ ମଣ୍ଡଳ ଉପରେ ଥିବା ସ୍ଥାନ; ବ୍ରହ୍ମର ଅବସ୍ଥିତି ସ୍ଥାନ — The imaginary seat of The Supreme Being or Brahman inside the human body.
[ଉ—ତହିଁ ଉପରେ ଶ୍ରୀହଟ ପାଟଣା, ଆଦି ପୁରୁଷର ତହିରେ ଠଣା—ପ୍ରାଚୀ. ପରଚେଗୀତା]