ଶ୍ରୀହର୍ଷ

ଉଇକିଅଭିଧାନ‌ରୁ

ଶ୍ରୀହର୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବି—(ନାମ)[ସମ୍ପାଦନା]

୧. ସଂସ୍କୃତ କାବ୍ୟ ନୈଷଧଚରିତ ପ୍ରଣେତା କବି —୧. The name of the poet of the Sanscrit poem N&aline;i̱shadha charita.

[ଦ୍ରଷ୍ଟବ୍ୟ —ବଙ୍ଗାଧିପତି ଆଦିଶୂର ଯଜ୍ଞ କରିବା ପାଇଁ ୫ ଜଣ ବ୍ରାହ୍ମଣଙ୍କୁ କାନ୍ୟକୁବ୍ଲରୁ ଆଣିଥିଲେ, ଶ୍ରୀହର୍ଷ ତାଙ୍କ ମଧ୍ୟରୁ ଜଣେ]

୨. କାନ୍ୟକୁବ୍ଜର ରାଜା ଓ ନାଗାନନ୍ଦ, ପ୍ରିୟଦର୍ଶିକା ଓ ରତ୍ନାବଳୀ ନାମକ ନାଟକ ମାନଙ୍କ ପ୍ରଣେତା ହର୍ଷବର୍ଦ୍ଧନ ରାଜାଙ୍କର ଉପନାମ — ୨. An alias (nom-de-plume) of the King Harshabarddhana.

[ଦ୍ରଷ୍ଟବ୍ୟ —ହର୍ଷବର୍ଦ୍ଧନ ତଳେ ନୋଟ ଦେଖ]