ଶ୍ରୀହସ୍ତ

ଉଇକିଅଭିଧାନ‌ରୁ

ଶ୍ରୀହସ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ମ. ପ. ଲୋ, ଶ୍ରୀଯୁକ୍ତ ହସ୍ତ)[ସମ୍ପାଦନା]

ଦେବତା ଓ ରାଜା ଆଦିଙ୍କ ହସ୍ତ;ମାନ୍ୟ ବ୍ୟକ୍ତିଙ୍କ ହସ୍ତ —(Euphemism) The hand of an idol or of a king or of a high personage.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

(ବ୍ୟଙ୍ଗ୍ୟ) ସ୍ୱହସ୍ତ —One's own hand.

[ଯଥା—ଶ୍ରୀହସ୍ତରେ ଏ ପାନଖଣ୍ଡ ଭାଙ୍ଗି ଆପଣଙ୍କ ପାଇଁ ଆଣଛି]