ଶ୍ରୀହସ୍ତ
ଦେଖଣା
ଶ୍ରୀହସ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମ. ପ. ଲୋ, ଶ୍ରୀଯୁକ୍ତ ହସ୍ତ)
[ସମ୍ପାଦନା]ଦେବତା ଓ ରାଜା ଆଦିଙ୍କ ହସ୍ତ;ମାନ୍ୟ ବ୍ୟକ୍ତିଙ୍କ ହସ୍ତ —(Euphemism) The hand of an idol or of a king or of a high personage.
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ବ୍ୟଙ୍ଗ୍ୟ) ସ୍ୱହସ୍ତ —One's own hand.
[ଯଥା—ଶ୍ରୀହସ୍ତରେ ଏ ପାନଖଣ୍ଡ ଭାଙ୍ଗି ଆପଣଙ୍କ ପାଇଁ ଆଣଛି]