ଶ୍ରୀହସ୍ତିନୀ

ଉଇକିଅଭିଧାନ‌ରୁ

ଶ୍ରୀହସ୍ତିନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ) (ଶ୍ରୀଯୁକ୍ତା ହସ୍ତିନୀ ପରି)[ସମ୍ପାଦନା]

ଗୁଳ୍ମବିଶେଷ; ହାତୀଶୁଣ୍ଢା ଗଛ —A Plant; Heliotropium Indicum.

[ଦ୍ରଷ୍ଟବ୍ୟ —ଏହା ବନ୍ୟ, ଛୋଟ, ଖରଲୋମଶ, ବର୍ଷାୟୁଃ ଶାକ— ବିଶେଷ ଫୁଲ ନୀଳ; ମଞ୍ଜରୀରେ ଦୁଇ ଧାଡ଼ି ଫୁଲ ଧରେ ମଞ୍ଜରୀ ହାତୀଶୁଣ୍ଢ ପରି ବଙ୍କେଇ ହୋଇ ଓହଳି ପଡ଼େ ଏହା ବିରେଚକ, ତିକ୍ତରସ, ତୀକ୍ଷ୍ଣ ଓ କଫ, ପିତ୍ତ, ବିଷ; ଶୂଳ, ଯୋନି ଦୋଷ, ବମନ ଓ କୃମିନାଶକ]