ଶ୍ରୀ ଅଙ୍ଗ
ଦେଖଣା
ଶ୍ରୀ ଅଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶ୍ରୀ ଅଙ୍ଗ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦେବତା; ରାଜା, ଗୁରୁଜନ ଓ ସମ୍ମାନସ୍ପଦ ବ୍ୟକ୍ତିଙ୍କ ଅଙ୍ଗ ବା ଦେହ ବା ଶରୀର —୧. (euphemistic) The boddy of the king or Deity or one's elder.
[ଉ— ନାହିଁ କି ଶ୍ରୀଅଙ୍ଗ ସୁଖ—କବିସୂର୍ଯ୍ୟ କିଶୋରୀଚମ୍ପୁଞ. —ଗୀତ]
- ୨. କୋମଳ ବା ସୁକୁମାର ଦେହ — ୨. Soft or delicate body.
[ଉ—ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରେ—କବିସୂର୍ଯ୍ୟ.କିଶୋରୀଚମ୍ପୂ ଖ—ଗୀତ]