ଶ୍ରୀ ଅଙ୍ଗ

ଉଇକିଅଭିଧାନ‌ରୁ

ଶ୍ରୀ ଅଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଦେବତା; ରାଜା, ଗୁରୁଜନ ଓ ସମ୍ମାନସ୍ପଦ ବ୍ୟକ୍ତିଙ୍କ ଅଙ୍ଗ ବା ଦେହ ବା ଶରୀର —୧. (euphemistic) The boddy of the king or Deity or one's elder.

[ଉ— ନାହିଁ କି ଶ୍ରୀଅଙ୍ଗ ସୁଖ—କବିସୂର୍ଯ୍ୟ କିଶୋରୀଚମ୍ପୁଞ. —ଗୀତ]

୨. କୋମଳ ବା ସୁକୁମାର ଦେହ — ୨. Soft or delicate body.

[ଉ—ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରେ—କବିସୂର୍ଯ୍ୟ.କିଶୋରୀଚମ୍ପୂ ଖ—ଗୀତ]