ଶ୍ରୀ କଣ୍ଠ
ଦେଖଣା
ଶ୍ରୀ କଣ୍ଠ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି[ବହୁବ୍ରୀହି; ଶ୍ରୀ= (ଗରଳ ହେତୁ ନୀଳବର୍ଣ୍ଣ) ଶୋଭା= ଶୋଭାଯୁକ୍ତକଣ୍ଠ ଯାହାର]
[ସମ୍ପାଦନା]- ୧. ଶିବ; ମହାଦେବଙ୍କ ବିଶେଷଣ —୧. An epithet of ṡiba (who has got marks of poison in His throat)
- ୨. ସଂସ୍କୃତ ଉତ୍ତରରାମରଚିତ ଓ ବୀର— ଚରିତ ନାଟକ ରଟୟତା କବି ଭବଭୁତିଙ୍କ ଉପନାମ — ୨. A cognomenof the famous Sanscrit dramatist Bhababhūti.
- ୩. ହସ୍ତିନ୍ତାର ଉତ୍ତର ପଶ୍ଚିମସ୍ଥ କୁରୁଜାଙ୍ଗଳ ଦେଶ —୩. Name of an ancient country to the N.W. of Delhi
ଦେଶଜ - ବିଶେଷ୍ୟ - ପୁଂ
[ସମ୍ପାଦନା]ପୁରୁଷଙ୍କ ନାମ —A name given to males.