ଶ୍ରୀ କର୍ପୂର

ଉଇକିଅଭିଧାନ‌ରୁ

ଶ୍ରୀ କର୍ପୂର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରୀକପୂର—ଦେଶଜ - ରୂପ)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବାଷ୍ପୀଭୁତ ହୋଇ ଶୋଧିତ ହୋଇଥିବା କର୍ପୂର — Refined camphor

(ଦ୍ର— ସାଧାରଣ କର୍ପୂରକୁ ଓଡ଼ିଆରେ ଭାସ୍କର ଓ ଶୋଧିତ କର୍ପୂରକୁ ଶ୍ରୀକର୍ପୂର କହନ୍ତି ଏହା ସାଧାରଣତଃ କ୍ଷୁଦ୍ର କ୍ଷୁଦ୍ର ଖଣ୍ଡରେ ମିଳେ)