ଶ୍ରୀ କାତର
(ଶ୍ରୀକାତରା—ସ୍ତ୍ରୀ)
(ଶିରି କାତର—ଗ୍ରାମ୍ୟରୂପ)
(ଶ୍ରୀକାତରତା—ବି)
ଅପରର ସୌଭାଗ୍ୟ ଦେଖି ଅସହିଷ୍ଣୁ; ସତ୍ସର; ପରଶ୍ରୀ; କାତର; ଯେ ପରପ ଶିରୀ ଦେଖି ନ ପାରେ — Envious of Another;s prosperity.