ଶ୍ରୀ କାତର

ଉଇକିଅଭିଧାନ‌ରୁ

ଶ୍ରୀ କାତର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରୀକାତରା—ସ୍ତ୍ରୀ) 

(ଶିରି କାତର—ଗ୍ରାମ୍ୟରୂପ)

(ଶ୍ରୀକାତରତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୭ମୀ ତତ୍; ଶ୍ରୀ —କାତର)[ସମ୍ପାଦନା]

ଅପରର ସୌଭାଗ୍ୟ ଦେଖି ଅସହିଷ୍ଣୁ; ସତ୍ସର; ପରଶ୍ରୀ; କାତର; ଯେ ପରପ ଶିରୀ ଦେଖି ନ ପାରେ — Envious of Another;s prosperity.