ଶ୍ରୀ ଗୋପାଳ

ଉଇକିଅଭିଧାନ‌ରୁ

ଶ୍ରୀ ଗୋପାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୋପାଳ= ଗଉଡ଼ ଶବ୍ଦ ପୂର୍ବରେ 'ଶ୍ରୀ' ଯୋଗ)[ସମ୍ପାଦନା]

ଶ୍ରୀକୃଷ୍ଣ- Ṡkṛushṇa.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ଲୋକଙ୍କ ନାମ —୧. A name given to males.
୨. ପୁରୀଜିଲ୍ଲା ସତ୍ୟବାଦୀରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣ ବିଗ୍ରହ —୨. The Idol or image of Ṡrikṛushṇa at Sākhigopāḻ in the district of Puri.
୩. ବାଲେଶ୍ୱର ରେମୁଣାରେ କ୍ଷୀର ଚୋରା ଗୋପୀନାଥ ମୂର୍ତ୍ତି —୩. The Image of Srikṛushṇa at Remuṇā in Balasore.