ଶ୍ରୀ ଚରଣ

ଉଇକିଅଭିଧାନ‌ରୁ

ଶ୍ରୀ ଚରଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ ଶ୍ରୀଯୁକ୍ତ ଚରଣ)[ସମ୍ପାଦନା]

୧. ଦେବତା ଓ ଗୁରୁଜନଙ୍କର ଚରଣ —୧. The leg of a A Deirty or elder.
୨. ଦେବତା ଓ ଗୁରୁଙ୍କ ସନ୍ନିଧି —୨. Nearness or vicinity of a Deity or elder.

[ଦ୍ରଷ୍ଟବ୍ୟ — 'ଗୁରୁ ବା ପୂଜ୍ୟବ୍ୟକ୍ତିଙ୍କ ନିକଟକୁ' ନ କହି ମାନ୍ୟାର୍ଥେ ଶ୍ରୀ ଗୁରୁଦେବ ବା ଶ୍ରୀ ପିତୃଦେବ ବା ଶ୍ରୀ ଅମୁକଙ୍କଲ 'ଶ୍ରୀ ଚରଣକୁ ବା ଶ୍ରୀ ଚରଣ ତଳକୁ' ନିବେଦନ କରି କୋଲି ବାକ୍ୟ ବ୍ୟବହୃତ ହୁଏ]