ଶ୍ରୀ ଧାମ

ଉଇକିଅଭିଧାନ‌ରୁ

ଶ୍ରୀ ଧାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଶ୍ରୀଯୁକ୍ତ କ୍ଷେତ୍ର)[ସମ୍ପାଦନା]

୧. ପ୍ରସିଦ୍ଧ ତୀର୍ଥ —୧. A amous centre of pilgrimage

[ଦ୍ରଷ୍ଟବ୍ୟ — ପ୍ରସିଦ୍ଧ ତୀର୍ଥର ନାମ ପୂର୍ବରେ ସାଧାରଣତଃ ଶ୍ରୀକ୍ଷେତ୍ର ଶବ୍ଦ ଲାଗି ଯଥା— ଶ୍ରୀକ୍ଷେତ୍ର ବୃନ୍ଦାବନ]

୨. ଜଗନ୍ନାଥ କ୍ଷେତ୍କ; ପୁରୁଷୋତ୍ତମ; କଳିଯୁଗର ବୌଦ୍ଧାବତାରଙ୍କ ଅଧିଷ୍ଠିତ ତୀର୍ଥ —୨. The town of Puri (the seat of lord Jagannātha)