ଶ୍ରୀ ନାଶକ

ଉଇକିଅଭିଧାନ‌ରୁ

ଶ୍ରୀ ନାଶକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରୀକାଶୀ— ଅନ୍ୟରୂପ)

[ଶ୍ରୀନାଶିକା—, ଶ୍ରୀନାଶିନୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - (ପୁଂ) (ଶ୍ରୀ+ନାଶି ଧାତୁ+ କର୍ତ୍ତୃ. ଅକ)[ସମ୍ପାଦନା]

୧. ସୌଭାଗ୍ୟନାଶକାରୀ —୧. Destructive of glory.
୨. ଶୋଭାଧ୍ୱଂସକାରୀ — ୨. Ruinous to beauty.