ଶ୍ରୀ ପତି

ଉଇକିଅଭିଧାନ‌ରୁ

ଶ୍ରୀ ପତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଶ୍ରୀ= ଲକ୍ଷ୍ମୀଙ୍କର+ପତି= ସ୍ୱାମୀ)[ସମ୍ପାଦନା]

୧. ବିଷ୍ଣୁ —୧. A name of Bishṇu.
୨. ପୃଥୀବୀଭୁପତି; ପତି; ରାଜା (ବିଶ୍ୱକୋଷ) ୨. King.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ଲୋକଙ୍କ ନାମ — ୧. A name given to males.
୨. ଏହି ନାମ ଧାରୀ ଜଣେ ପ୍ରଚୀନ କବି, ଜଣେ ବୌୟାକରଣ, ଦୁଇଜଣ ବିଖ୍ୟାତ ଜ୍ୟୋତିର୍ବିଦ୍, ଜଣେ ଦେଦାନ୍ତ ଗ୍ରନ୍ଥାକାର ଓ ଆଉ ଦୁଇ ଜଣ ଗ୍ରନ୍ଥାକାର (ବିଶ୍ୱକୋଷ) —୨. Name of Several authors, grammarians; and astrologers.