ଶ୍ରୀ ପତି
ଦେଖଣା
ଶ୍ରୀ ପତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଶ୍ରୀ= ଲକ୍ଷ୍ମୀଙ୍କର+ପତି= ସ୍ୱାମୀ)
[ସମ୍ପାଦନା]- ୧. ବିଷ୍ଣୁ —୧. A name of Bishṇu.
- ୨. ପୃଥୀବୀଭୁପତି; ପତି; ରାଜା (ବିଶ୍ୱକୋଷ) ୨. King.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଲୋକଙ୍କ ନାମ — ୧. A name given to males.
- ୨. ଏହି ନାମ ଧାରୀ ଜଣେ ପ୍ରଚୀନ କବି, ଜଣେ ବୌୟାକରଣ, ଦୁଇଜଣ ବିଖ୍ୟାତ ଜ୍ୟୋତିର୍ବିଦ୍, ଜଣେ ଦେଦାନ୍ତ ଗ୍ରନ୍ଥାକାର ଓ ଆଉ ଦୁଇ ଜଣ ଗ୍ରନ୍ଥାକାର (ବିଶ୍ୱକୋଷ) —୨. Name of Several authors, grammarians; and astrologers.