ଶ୍ରୀ ପଦ

ଉଇକିଅଭିଧାନ‌ରୁ

ଶ୍ରୀ ପଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଶ୍ରୀଚରଣ (ଦେଖ) - Ṡrīcharaṇa (See)



ଶ୍ରୀ ପଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରୀପଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)[ସମ୍ପାଦନା]

୧. ପୂଜ୍ୟପାଦ; ଅତ୍ୟନ୍ତ ପୂଜନୀୟ —୧. Very adorable
୨. ଲକ୍ଷ୍ମୀବନ୍ତ (ବିଶ୍ୱକୋଷ) —୨. Affluent
୩. ଭାଗ୍ୟବାନ୍ (ବିଶ୍ୱକୋଷ) —୩. Lucky.