Jump to content

ଶ୍ରୀ ପର୍ଣ୍ଣ

ଉଇକିଅଭିଧାନ‌ରୁ

ଶ୍ରୀ ପର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି, ଶ୍ରୀ= ଶୋଭାଯୁକ୍ତ+ପର୍ଣ୍ଣ =ପତ୍ର ବା ପାଖୁଡ଼ା ଯାହାର)

[ସମ୍ପାଦନା]
୧. ପଦ୍ମ —୧. Lotus.
୨. ଅଗ୍ନିମନ୍ଥ ବୃକ୍ଷ; ଅଗବଥୁ ଗଛ —୨. Premna Serratifolia (tree).