Jump to content

ଶ୍ରୀ ପୁତ୍ର

ଉଇକିଅଭିଧାନ‌ରୁ

ଶ୍ରୀ ପୁତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି— (ଶ୍ରୀ= ଭାଗ୍ୟ ବା ଲକ୍ଷ୍ମୀ+ପୁତ୍ର, ୬ଷ୍ଠୀ ତତ୍)

[ସମ୍ପାଦନା]
୧. (ଲକ୍ଷ୍ମୀପୁତ୍ର) କାମଦେବ —୧. The God Cupid.
୨. ଅଶ୍ୱ —୨. Horses.