ଶ୍ରୀ ବିଚ୍ୟୁତ

ଉଇକିଅଭିଧାନ‌ରୁ

ଶ୍ରୀ ବିଚ୍ୟୁତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରୀ ବିଚ୍ୟୁତ— ବି)

(ଶ୍ରୀ ବିଚ୍ୟୁତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ -(୫ମୀ ତତ)[ସମ୍ପାଦନା]

ଯାହା ଠାରୁ 'ଶ୍ରୀ' (ଲକ୍ଷ୍ମୀ, ଶୋଭା, ସମ୍ପଦ) କାଢ଼ି ନିଆ ଯାଇଅଛି — Shorn of glory. splendour, prosperity, grace etc.