ଶ୍ରୀ ବିଚ୍ୟୁତ
(ଶ୍ରୀ ବିଚ୍ୟୁତ— ବି)
(ଶ୍ରୀ ବିଚ୍ୟୁତା—ସ୍ତ୍ରୀ)
ଯାହା ଠାରୁ 'ଶ୍ରୀ' (ଲକ୍ଷ୍ମୀ, ଶୋଭା, ସମ୍ପଦ) କାଢ଼ି ନିଆ ଯାଇଅଛି — Shorn of glory. splendour, prosperity, grace etc.