ଶ୍ରୀ ବିଦ୍ୟା

ଉଇକିଅଭିଧାନ‌ରୁ

ଶ୍ରୀ ବିଦ୍ୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ତନ୍ମୋକ୍ତ ମହାବିଦ୍ୟା ବିଶେଷ, ତ୍ରୀପୁରସୁନ୍ଦରୀ ଦେବୀ An incarnation of Durgā worshipped according to Tantric rites.

[ଦ୍ରଷ୍ଟବ୍ୟ — ଶ୍ରୀବିଦ୍ୟା ବା ତ୍ରିପୁର ସୁନ୍ଦରୀଙ୍କ ଉପାସକ ସକଳ ସିଦ୍ଧିଲାଭ କରେ ଏହି ବିଦ୍ୟାର ମନ୍ତ୍ର ୩୬: ପ୍ରକାର ତନ୍ତ୍ରସାର ଗ୍ରନ୍ଥରେ ଏ ବିଦ୍ୟାର ଭେଦ, ମନ୍ତ୍ର, ପୂଜା, ପୁରଶ୍ଚରଣ, ବର୍ଣ୍ଣିତ ହୋଇଅଛି ଏ ବିଦାୟ ସାକ୍ଷାତ୍ ବ୍ରହ୍ମସ୍ୱରୁପିଣୀ] (ବିଶ୍ୱକୋଷ)