ଶ୍ରୀ ବୃକ୍ଷ

ଉଇକିଅଭିଧାନ‌ରୁ

ଶ୍ରୀ ବୃକ୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବିଶେଷ୍ୟ - (ଶ୍ରୀପ୍ରିୟ ବୃକ୍ଷ; ମ. ପ. ଲୋ[ସମ୍ପାଦନା]

୧. ଅଶ୍ୱତ୍ଥ ବୃକ୍ଷ — ୧. The religious fig tree; fcus Religiosa.
୨. ବିଳ୍ୱବୃକ୍ଷ —୨. The Bael tree.

[ଦ୍ରଷ୍ଟବ୍ୟ —ଶାରଦୀୟ ଦୁର୍ଗା ପୂଜା ସମୟରେ ବିଳ୍ୱ ବୃକ୍ଷରେ ଦୁର୍ଗାଙ୍କର ବୋଧନ କରି ଦୁର୍ଗାପୂଜା କରାଯାଏ—ବିଶ୍ୱକୋଷ)

୩. ଅଶ୍ୱର ହୃଦୟାଦିସ୍ଥିତ ଶ୍ୱେତ ରୋମାବର୍ତ୍ତ —୩. To whorl of hairs on the breast of a horse.
୪. ବିଷ୍ଣୁଙ୍କ ବକ୍ଷସ୍ଥଳରେ ଥିବା ରୋମାବର୍ତ୍ତ (ବିଶ୍ୱକୋଷ) — ୪. The whorl said to exist on the breast of Bishṇu.