ଶ୍ରୀ ବୃଦ୍ଧି

ଉଇକିଅଭିଧାନ‌ରୁ

ଶ୍ରୀ ବୃଦ୍ଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଶ୍ରୀ+ବୃଦ୍ଧି)[ସମ୍ପାଦନା]

୧. ଲକ୍ଷ୍ମୀବୃଦ୍ଧି; ଧନ— ବୃଦ୍ଧି —୧. Increase of wealth.
୨. ସୌଭାଗ୍ୟବୃଦ୍ଧି —୨. Increase of prosperity.
୩. ଶୋଭା ବା ସୌନ୍ଦର୍ଯ୍ୟ ବୃଦ୍ଧି —୩. Increase of beauty or grace.