ଶ୍ରୀ ଭଷ୍ଟ
ଦେଖଣା
ଶ୍ରୀ ଭଷ୍ଟ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷଣ - (୫ମୀ ତତ୍)
- ୧. ଯାହାର ସୌଭାଗ୍ୟ ନଷ୍ଟ ହୋଇଅଛି — ୧. Shorn of fortune.
- ୨. ଶୋଭାଭ୍ରଷ୍ଟ — ୨. Shorn of glory or splendour or beauty
- ୩. ଲକ୍ଷ୍ମୀ ବା ସମ୍ପତ୍ତିହୀନ —୩. Shorn of wealth.
- ୪. ମଳିନ —୪. Pale; lustreless.