ଶ୍ରୀ ଭ୍ରାତା

ଉଇକିଅଭିଧାନ‌ରୁ

ଶ୍ରୀ ଭ୍ରାତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ୍; ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଙ୍କ ସଙ୍ଗେ ଉଠିଥିବାରୁ)[ସମ୍ପାଦନା]

୧. ଚନ୍ଦ୍ର —୧. The moon.
୨. ଐରାବତ ହସ୍ତୀ —୨. Indra's elephant.
୩. ଅଶ୍ୱ (ବିଶ୍ୱକୋଷ) —୩. Horse.