ଶ୍ରୀ ମନ୍ଦିର

ଉଇକିଅଭିଧାନ‌ରୁ

ଶ୍ରୀ ମନ୍ଦିର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଦେବ ମନ୍ଦିର —୧. The temple of a Deity.
୨. ତୀର୍ଥରେ ପ୍ରଧାନ ଦେବତାଙ୍କ— ମନ୍ଦିର —୨. The temple of the chief Deity
of a place.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପୁରୀର ଜଗନ୍ନାଥ ମନ୍ଦିର — ୧. The temple of Jagannātha at Puri.
୨. କୌଣସି ପ୍ରତିଷ୍ଠିତ ଦେବତାଙ୍କ ଏକତ୍ର ସଂଲଗ୍ନ ଏକାଧିକ ଭିନ୍ନ ଭିନ୍ନ ମନ୍ଦିରମାନଙ୍କ (ମୁକ୍ତଶିଆଳି, ଜଗ— ମୋହନ, ନାଟମନ୍ଦିର, ଭୋଗ ମଣ୍ଡପ) ମଧ୍ୟରୁ ମୂଳ ମନ୍ଦିର (ଯେଉଁ ମନ୍ଦିରରେ ଶ୍ରୀ ବିଗ୍ରହ ପ୍ରତିଷ୍ଠିତ) —୨. The main temple of a series of connected temples (in which the idol is placed).
୩. (ବ୍ୟଙ୍ଗ୍ୟ) ଶ୍ରୀଘର; ଜେଲଖାନା —୩. Jail.