ଶ୍ରୀ ମର୍ତ୍ତି
ଦେଖଣା
ଶ୍ରୀ ମର୍ତ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ, ଶ୍ରୀଯୁକ୍ତ ମୂର୍ତ୍ତି)
[ସମ୍ପାଦନା]- ୧. ଦେବ ବିଗ୍ରହ — ୧. The image of a Deity.
[ଦ୍ରଷ୍ଟବ୍ୟ — ଭାଗବତ ୧୧ଶ ସ୍ୱନ୍ଧରେ ଅଷ୍ଟବିଧ ଶ୍ରୀମୂର୍ତ୍ତିର ନିର୍ଦ୍ଦେଶ ଅଛି, ଯଥା—ଶୈଳୀ, ଦାରୁମୟୀ, ଲୌହୀ, ଲେପ୍ୟା, ଲେଖ୍ୟା, ସୌକତା, ମନୋମୟୀ ଓ ମଣିମୟୀ]
- ୨. ବିଷ୍ଣୁ ପ୍ରତିମା —୨. The image of Bishṇu.
- ୩. (୬ଷ୍ଠୀ ତତ୍) ଲକ୍ଷ୍ମୀଙ୍କ ପ୍ରତିମା —୩. An image of Goddess Lakshmī.