ଶ୍ରୀ ମୁଖ

ଉଇକିଅଭିଧାନ‌ରୁ

ଶ୍ରୀ ମୁଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ମ. ପ. ଲୋ; ଶ୍ରୀଯୁକ୍ତ ମୁଖ)[ସମ୍ପାଦନା]

୧. ଶୋଭାଯୁକ୍ତ ମୁଖ — ୧. A beautiful face.
୨. କାଳଚକ୍ରର ୭ମ ବତ୍ସର —୨. The ୭th year of the cycle of time.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ରାଜା, ଦେବତା ଆଦିଙ୍କର ମୁଖ —୧. The face of a king or Deity.
୨. ଚିଠି ପଶିଥିବା ମୁଦା ଲଫାପା ଉପରେ ଶିରୋଭାଗରେ ବା ଲଫାପା ପଛରେ ଲେଖାଯିବା ଶ୍ରୀ ଶବ୍ଦ —୨. The word 'Ṡri' written on the envelope of a letter.
୩. ଚିଠି —୩. Letter.

[ଉ—ଏମନ୍ତ କହି ରାଜାଲୋକ ନନ୍ଦକୁ ଦେଲାକ ଶ୍ରୀମୁଖ—ଜଗନ୍ନାଥ. ଭାଗବତ ]

୪. ପୁରୀର ଜଗନ୍ନାଥ ମହାପ୍ରଭୁଙ୍କ ମୁଖରେ ଲାଗି ହେବା ପୁଷ୍ପ ରଚିତ ଅଳଙ୍କାର ବିଶେଷ —୪. A graceful nosegay of flowers with which the face of the Deity Jagannātha (at Puri) is decked.
୫. ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ହେବା ବନ୍ଧୁତା —୫. The friendship between two persons.

[ଦ୍ରଷ୍ଟବ୍ୟ —ପରସ୍ପରକୁ ଜଗନ୍ନାଥଙ୍କର ଉଲ୍ଲାଗି ଶ୍ରୀମୁଖ ଦିଆ ଦେଇ ହୋଇ ଏ ବନ୍ଧୁତା ବସାଯାଏ ଓ ପରସ୍ପର ପରସ୍ପରକୁ ଶ୍ରୀମୁଖ ଡାକନ୍ତି ]