Jump to content

ଶ୍ରୀ ଲତା

ଉଇକିଅଭିଧାନ‌ରୁ

ଶ୍ରୀ ଲତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)—(ଶ୍ରୀ=ଔଜ୍ଜଲ୍ୟଯୁକ୍ତା+ଲତା)

[ସମ୍ପାଦନା]

ମହାଜ୍ୟୋତିଷ୍ମତୀଲତା; ଫୁଟିଫୁଟିକା ଗୁଳ୍ମ —The staff tree; Cardiospermum Halicacbum.

[ଦ୍ରଷ୍ଟବ୍ୟ —ଫୁଟୁଫୁଟୁକା ତଳେ ନୋଟ୍ ଦେଖ]