ଶ୍ରୀ ସହୋଦର

ଉଇକିଅଭିଧାନ‌ରୁ

ଶ୍ରୀ ସହୋଦର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଶ୍ରୀ=ଲକ୍ଷ୍ମୀ+ସହୋଦର=ଭାଇ)

ଚନ୍ଦ୍ର —The moon.

[ଦ୍ରଷ୍ଟବ୍ୟ — ଏ ସମୁଦ୍ର ମନ୍ଥନକାଳରେ ଲକ୍ଷ୍ମୀଙ୍କ ସଙ୍ଗେ କ୍ଷୀରସମୁଦ୍ରରୁ ବାହାରିଥିଲେ]