ଶ୍ରୀ ସୁନ୍ଦରୀ
ତନ୍ତ୍ରୋକ୍ତ ଦେବୀବିଶେଷ —Name of a Goddess worshiped according to Tāntric rites of later day Hinduism.
[ଦ୍ରଷ୍ଟବ୍ୟ —ତନ୍ତ୍ରୋକ୍ତ ଶ୍ରୀ— ସୁନ୍ଦରୀଙ୍କ ପୂଜାରେ ମଦ୍ୟ, ମାଂସ, ମତ୍ସ୍ୟ, ମୈଥୁନ ଓ ମୁଦ୍ରା, ଏହି ପଞ୍ଚମକାର ପ୍ରକ୍ରିୟା ଅବଲମ୍ୱିତ ହୁଏ]