Jump to content

ଶ୍ରୀ ହୀନ

ଉଇକିଅଭିଧାନ‌ରୁ

ଶ୍ରୀ ହୀନ

ଉଚ୍ଚାରଣ

[ସମ୍ପାଦନା]
(ଶ୍ରୀହୀନା—ସ୍ତ୍ରୀ) 

[ଶ୍ରୀହୀନତା—ବି]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତୃତୀୟା ତତ୍; ଶ୍ରୀ+ହୀନ)

[ସମ୍ପାଦନା]
୧. ଶୋଭାହୀନ; ଅସୁନ୍ଦର —୧. Devoid of beauty or grace.
୨. ଶ୍ରୀଭ୍ରଷ୍ଟ; ଯାହାକୁ ଶୋଭାରହିତ କରାଯାଇ ଅଛି —୨. Shron of beauty.
୩. ଲକ୍ଷ୍ମୀ ହୀନ; ଧନହୀନ —୩. Indigennt; poor.
୪. ଭାଗ୍ୟ— ହୀନ —୪. Unlucky.