ଶ୍ରୁତ
ଦେଖଣା
ଶ୍ରୁତ
ଉଚ୍ଚାରଣ
[ସମ୍ପାଦନା](ଶ୍ରତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଶ୍ରୁ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଆକର୍ଣ୍ଣିତ; ଯାହା ଶୁଣାଯାଇ ଅଛି; ଶ୍ରବଣ ଗୋଚର —୧. Heard.
- ୨. ଜ୍ଞାତ — ୨. Known.
- ୩. ଖ୍ୟାତ; ପ୍ରସିଦ୍ଧ; ବିଖ୍ୟାତ — ୩. Famous; renowned.
ବି—(ଯାହା ଗୁରୁଙ୍କଠାରୁ ଶୁଣାଯାଇ ଅଛି)
[ସମ୍ପାଦନା]- ୧. ଶ୍ରୁତି; ବେଦ —୧. The Hindu scriptures.
- ୨. ଶାସ୍ତ୍ର —୨. Religious books.
- ୩. ଶାସ୍ତ୍ରଜ୍ଞାନ —୩. Knowledge of the religious books.
- ୪. ଅଧ୍ୟୟନ —୪. Studying; study.
- ୫. (ନାମ) କାଳିନ୍ଦୀ ଗର୍ଭଜାତ ଶ୍ରୀକୃଷ୍ଣଙ୍କ ପୁତ୍ର (ବିଶ୍ୱକୋଷ) —୫. Name of a son of Ṡrikṛushṇa.