ଶ୍ରୁତକର୍ମା

ଉଇକିଅଭିଧାନ‌ରୁ

ଶ୍ରୁତକର୍ମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ) (ବହୁବ୍ରୀହି; ଶ୍ରୁତ ହୋଇଅଛି କର୍ମନ ଯାହାର, ଶ୍ରୁତକର୍ମନ୍, ୧ମା. ୧ବ)[ସମ୍ପାଦନା]

୧. ସହଦେବଙ୍କ ପୁତ୍ର (ବିଶ୍ୱକୋଷ) —୧. Son of Sahadeba.
୨. ଅର୍ଜ୍ଜୁନଙ୍କ ପୁତ୍ର (ବିଶ୍ୱକୋଷ) — ୨. Son of Arjjuna;
୩. ବିଷ୍ଣୁପୁରାଣୋକ୍ତ ସୋମାପିଙ୍କ ପୁତ୍ର (ବିଶ୍ୱକୋଷ) — ୩. Son of Somāpi.