ଶ୍ରୁତକୀର୍ତ୍ତି

ଉଇକିଅଭିଧାନ‌ରୁ

ଶ୍ରୁତକୀର୍ତ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ—(ବହୁବ୍ରୀହି; ଶ୍ରୁତ=ବିଖ୍ୟାତ ହୋଇଅଛି କୀର୍ତ୍ତି ଯାହାର)[ସମ୍ପାଦନା]

ପଥିତ ଯଶାଃ; କୀର୍ତ୍ତିଶାଳୀ —Renowned; famed; famous.

=== ବିଶେଷ୍ୟ - ପୁଲିଙ୍ଗ -

୧. ଦେବର୍ଷି ବିଶେଷ —୧. Name of a divine sage.
୨. (ସ୍ତ୍ରୀ) ଜନକଙ୍କ ଭ୍ରାତା କୁଶଧ୍ୱଜ ରାଜାଙ୍କର କନିଷ୍ଠା କନ୍ୟା ଓ ଶତ୍ରୁଘ୍ନଙ୍କ ସ୍ତ୍ରୀ —୨. Name of the wife of Ṡatrughana.

[ଦ୍ରଷ୍ଟବ୍ୟ —ଏହାଙ୍କ ଗର୍ଭରେ ବାହୁ ଓ ଶତ୍ରୁଘାତୀ ନାମକ ଦୁଇ ପୁତ୍ର ଜନ୍ମିଥିଲେ]

୩. (ପୁଂ)—ଦ୍ରୌପଦୀ ଗର୍ଭଜାତ ଅର୍ଜୁନଙ୍କ ପୁତ୍ର (ବିଶ୍ୱକୋଷ) ୩. Name of the son of Arjuna through Dr&aline;&uline;padi.
୪. (ସ୍ତ୍ରୀ) ବସୁଦେବଙ୍କ ଭଗିନୀ ଓ ଧୃଷ୍ଟ— କେତୁଙ୍କ ପତ୍ନୀ (ବିଶ୍ୱକୋଷ) —୪. Name of the sister of Basudeba.