ଶ୍ରୁତବାନ୍

ଉଇକିଅଭିଧାନ‌ରୁ

ଶ୍ରୁତବାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶ୍ରୁତବତୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଂ—(ଶ୍ରୁତବତ୍ ଶବ୍ଦ; ଶ୍ରୁ ଧାତୁ+କର୍ତ୍ତୃ. ତବତ୍)[ସମ୍ପାଦନା]

୧. ଯେ ଶୁଣି ଅଛି —୧. One who has heard.
୨. (ପୁଂ. ୧ମା. ୧ବ)—ବିଦ୍ୱାନ୍ — ୨. Learned.
୩. ଶାସ୍ତ୍ରଜ୍ଞ —୩. Versed in religious lore.
୪. ବେଦଜ୍ଞ —୪. Versed in the Bedas.