Jump to content

ଶ୍ରୁତଶାଳୀ

ଉଇକିଅଭିଧାନ‌ରୁ

ଶ୍ରୁତଶାଳୀ

ଉଚ୍ଚାରଣ

[ସମ୍ପାଦନା]
[ଶ୍ରୁତଶାଳିନୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ପୁଂ—(ଶ୍ରୁତଶଳିନ୍ ଶବ୍ଦ; ୧ମା. ୧ବ; ଶ୍ରୁତ= ବେଦ, ଶାସ୍ତ୍ର+ଶାଳିନ୍)

[ସମ୍ପାଦନା]

ପଣ୍ଡିତ; ବୁଧ —A learned man.

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ବିଦ୍ୱାନ୍ — Learned.