ଶ୍ରୁତଶ୍ରବାଃ
ଦେଖଣା
ଶ୍ରୁତଶ୍ରବାଃ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶ୍ରୁତ+ଶ୍ରବସ୍=କୀର୍ତ୍ତି;ବହୁବ୍ରୀହି, ଶ୍ରୁତଶ୍ରବସ ୧ମା. ୧ବ, ପୁଂ)
[ସମ୍ପାଦନା]- ୧. (ନାମ) ଚେଦିରାଜ ଶିଶୁ— ପାଳଙ୍କ ପିତା —୧, Name of the father of Ṡiṡupāḻa.
- ୨. ସୂର୍ଯ୍ୟ ପୁତ୍ର —୨. A son of the sun God.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ଶିଶୁପାଳଙ୍କ ମାତା — Mother of Ṡiṡupāḻa.